୬ ଦିନ ହେଲାଣି ନିଆଁକୁ ଆୟତ୍ତ କରିପାରୁନି ବନବିଭାଗ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବଙ୍କାଡ଼ ସରଂକ୍ଷିତ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି। ୬ ଦିନ ହେଲାଣି ଜଳୁଛି ଜଙ୍ଗଲ। ଆୟତ୍ତ ହେଉନି ଜଙ୍ଗଲ ନିଆଁ। ସେପଟେ ଅନେକ ଧନ ଜୀବନ ନଷ୍ଟ। ବନବିଭାଗ ଓ ଅଗ୍ନିଶମ ବିଭାଗର ଆପ୍ରାଣ ଉଦ୍ୟମ ପରେ ମଧ୍ୟ ଲିଭିପାରୁନି ନିଆଁ। କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ଅଗ୍ନି ସଂଯୋଗ କରିବାରୁ ନିଆଁ ଲିଭାଇବା … Continue reading ୬ ଦିନ ହେଲାଣି ନିଆଁକୁ ଆୟତ୍ତ କରିପାରୁନି ବନବିଭାଗ